/odisha-reporter/media/media_files/2026/02/26/accident-2026-02-26-10-37-06.jpg)
ପୋଲର ଗାର୍ଡ ୱାଲ ଉପରେ ଚଢ଼ିଗଲା ବସ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥରେ ଅତାବିରା ନିକଟରେ ଥିବା ଦମଦମା ପୋଲରେ ଆଜି ଘଟିଛି ଏହି ଦୁର୍ଘଟଣା।
Advertisment
ବଣ୍ଟି ନାମ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଗାର୍ଡ ୱାଲ ଉପରେ ଚଢ଼ି ଯାଇଥିଲା। ବସରେ ପ୍ରାୟ ୨୫ ଜଣ ଯାତ୍ରୀ ଥିଲେ। ଆହତ ଯାତ୍ରୀମାନଙ୍କୁ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l କୌଣସି ଯାତ୍ରୀ ଗୁରୁତର ହୋଇ ନଥିବା ଜଣାପଡ଼ିଛି।
ବସ୍ଟି ବଲାଙ୍ଗୀରରୁ ସମ୍ବଲପୁର ଯାଉଥିଲା।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
