Advertisment

Accident: ପୋଲର ଗାର୍ଡ ୱାଲ ଉପରେ ଚଢ଼ିଗଲା ବସ୍‌

ପୋଲର ଗାର୍ଡ ୱାଲ ଉପରେ ଚଢ଼ିଗଲା ବସ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥରେ ଅତାବିରା ନିକଟରେ ଥିବା ଦମଦମା ପୋଲରେ ଆଜି ଘଟିଛି ଏହି ଦୁର୍ଘଟଣା।

Accident
Advertisment

ପୋଲର ଗାର୍ଡ ୱାଲ ଉପରେ ଚଢ଼ିଗଲା ବସ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥରେ ଅତାବିରା ନିକଟରେ ଥିବା ଦମଦମା ପୋଲରେ ଆଜି ଘଟିଛି ଏହି ଦୁର୍ଘଟଣା।

Advertisment

ବଣ୍ଟି ନାମ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଗାର୍ଡ ୱାଲ ଉପରେ ଚଢ଼ି ଯାଇଥିଲା। ବସରେ ପ୍ରାୟ ୨୫ ଜଣ ଯାତ୍ରୀ ଥିଲେ। ଆହତ ଯାତ୍ରୀମାନଙ୍କୁ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l କୌଣସି ଯାତ୍ରୀ ଗୁରୁତର ହୋଇ ନଥିବା ଜଣାପଡ଼ିଛି।

ବସ୍‌ଟି ବଲାଙ୍ଗୀରରୁ ସମ୍ବଲପୁର ଯାଉଥିଲା।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe