‘ମୋ ବସ’କୁ ପଛରୁ ଧକ୍କା ଦେଲା ଟ୍ରକ୍

ବସ୍‌ରେ ପ୍ରାୟ ୫୦/୬୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।

Mo Bus PhotoOR

ଦୁର୍ଘଟଣାଗ୍ରସ୍ତ ବସ୍‌

Jitendra Garnayak
  • Published: Saturday, 08 June 2024
  • Updated: 08 June 2024, 05:29 PM IST

‘ମୋ ବସ୍‌’କୁ ପଛରୁ ଧକ୍କା ଦେଲା ଟ୍ରକ୍ ଫଳରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୬ ଜଣ ଆହତ ହୋଇଛନ୍ତି କଟକ ପ୍ରତାପନଗରୀଠାରେ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା ଆହତଙ୍କୁ ଉଦ୍ଧାର କରି କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି

ଏହି ଦୁର୍ଘଟଣା ପରେ କିଛି ଯାତ୍ରୀ ବସ୍‌ରେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ ବସର ପଛ ପାର୍ଶ୍ୱ ଟ୍ରକର ସମ୍ମୁଖ ଭାଗ ଚୁରମାର ହୋଇଯାଇଛି। ଏଥିରୁ ଅନୁମାନ କରାଯାଇପାରେ କେତେ ଜୋରରେ ଟ୍ରକ୍‌ଟି ବସ୍‌କୁ ଧକ୍କା ଦେଇଛି। ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ ଟ୍ରକ୍ ଡ୍ରାଇଭର

Also Read

ମୋ ବସ୍‌ରେ ଥିବା ଜଣେ ଯାତ୍ରୀ କହିଛନ୍ତି, ବସ୍‌ଟି ଦ୍ରୁତ ଗତିରେ ଯାଉନଥିଲା। ଏହା ନର୍ମାଲ ସ୍ପୀଡ୍‌ରେ ଯାଉଥିବା ବେଳେ ଟ୍ରକ୍‌ଟି ଏହାକୁ ଧକ୍କା ଦେଇ ପାଖାପାଖି ୨୦ ମିଟର ଠେଲି ନେଇଥିଲା। ଟ୍ରକ୍‌ଟି ବସ୍‌କୁ ପଛରୁ ଧକ୍କା ଦେଇଥିଲା। ତେଣୁ ବସ୍‌ ପଛରେ ବସିଥିବା ଯାତ୍ରୀମାନେ ଅଧିକ ଆହତ ହୋଇଛନ୍ତି। ବସ୍‌ରେ ପ୍ରାୟ ୫୦/୬୦ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୦/୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମୁଣ୍ଡ ଓ ଗୋଡ଼ ଆଦିରେ ଗଭୀର ଆଘାତ ଲାଗିଛି। ଆଉ ପ୍ରାୟ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି।  
 
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story