Advertisment

‘ମୋ ବସ’କୁ ପଛରୁ ଧକ୍କା ଦେଲା ଟ୍ରକ୍

ବସ୍‌ରେ ପ୍ରାୟ ୫୦/୬୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।

Mo Bus

Mo Bus

Advertisment

‘ମୋବସ୍‌’କୁପଛରୁଧକ୍କାଦେଲାଟ୍ରକ୍ଫଳରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ୧୬ ଜଣଆହତହୋଇଛନ୍ତିକଟକପ୍ରତାପନଗରୀଠାରେଜାତୀୟରାଜପଥରେଘଟିଛିଏହିଦୁର୍ଘଟଣାଆହତଙ୍କୁଉଦ୍ଧାରକରିକଟକବଡ଼ମେଡିକାଲରେଭର୍ତ୍ତିକରାଯାଇଛି

Advertisment

ଏହି ଦୁର୍ଘଟଣା ପରେ କିଛି ଯାତ୍ରୀ ବସ୍‌ରେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟଲୋକେ ସେମାନଙ୍କୁଉଦ୍ଧାରକରିଥିଲେବସରପଛପାର୍ଶ୍ୱଟ୍ରକର ସମ୍ମୁଖ ଭାଗ ଚୁରମାର ହୋଇଯାଇଛି। ଏଥିରୁ ଅନୁମାନ କରାଯାଇପାରେ କେତେ ଜୋରରେ ଟ୍ରକ୍‌ଟି ବସ୍‌କୁ ଧକ୍କା ଦେଇଛି। ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁଫେରାର୍ହୋଇଯାଇଥିଲେଟ୍ରକ୍ଡ୍ରାଇଭର

ମୋ ବସ୍‌ରେ ଥିବା ଜଣେ ଯାତ୍ରୀ କହିଛନ୍ତି, ବସ୍‌ଟି ଦ୍ରୁତ ଗତିରେ ଯାଉନଥିଲା। ଏହା ନର୍ମାଲ ସ୍ପୀଡ୍‌ରେ ଯାଉଥିବା ବେଳେ ଟ୍ରକ୍‌ଟି ଏହାକୁ ଧକ୍କା ଦେଇ ପାଖାପାଖି ୨୦ ମିଟର ଠେଲି ନେଇଥିଲା। ଟ୍ରକ୍‌ଟି ବସ୍‌କୁ ପଛରୁ ଧକ୍କା ଦେଇଥିଲା। ତେଣୁ ବସ୍‌ ପଛରେ ବସିଥିବା ଯାତ୍ରୀମାନେ ଅଧିକ ଆହତ ହୋଇଛନ୍ତି। ବସ୍‌ରେ ପ୍ରାୟ ୫୦/୬୦ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୦/୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମୁଣ୍ଡ ଓ ଗୋଡ଼ ଆଦିରେ ଗଭୀର ଆଘାତ ଲାଗିଛି। ଆଉ ପ୍ରାୟ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି।   

Advertisment
Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe