Advertisment

ବିଦୁତ ଆଘାତରେ ଜଣେ ମୃତ

ପରିବାର ଲୋକ ପ୍ରକାଶଙ୍କୁ ଗୁତର ଅବସ୍ଥାରେ ବୌଦ୍ଧ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଦ୍ୟତନ ହୋଇଛି
Death

Death

Advertisment

ନିମିଷେକେ ଚାଲିଗଲା ବୁଣାକାରଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବୁଟୁପାଲି ଗାଁରେ। ମୃତକଙ୍କ ନାଁ ହେଉଛି ପ୍ରକାଶ ମେହେର (୪୦)।

Advertisment

ଆଜି ସକାଳେ ପ୍ରବଳ ଗରମ ହେଉଥିଲା। ଗରମରୁ ରକ୍ଷ୍ୟା ପାଇବା ପାଇଁ ପ୍ରକାଶ ଏକ ଟିଣ କୁଲରକୁ ଇଲେକ୍ଟ୍ରିରେ ଲଗାଇଥିଲେ। ସେଇ  କୁଲର ଇଲେକ୍ଟ୍ରିରେ ଲଗାଇବା ମାତ୍ରେ ସେ ଛିଟିକି ପଡ଼ିଥିଲେ। ତଳେ ପଡ଼ି ସେ ସଙ୍ଗେ ସଙ୍ଗେ ଗୁରୁତର ଆହାତ ହୋଇଥିଲେ। ପରିବାର ଲୋକ ପ୍ରକାଶଙ୍କୁ ଗୁତର ଅବସ୍ଥାରେ ବୌଦ୍ଧ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ଖବର ପାଇଁ ମେଡିକାଲରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷ୍ୟରୁ ସୂଚନା ମିଳିଛି।

Advertisment
Electric Shock Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe