ମାସେ ତଳେ ଲୋକାର୍ପଣ କରିଥିଲେ ବିଧାୟକ, ଭାଙ୍ଗିଗଲା ପାଚେରୀ

ଲଗାଣ ବର୍ଷାରେ କେବଳ ଆହାର କେନ୍ଦ୍ର ପାଚେରୀ ନୁହେଁ, ଟାଉନ ହଲ ପାଖ କେରାଣ୍ଡି ଜୋର କଂକ୍ରିଟ ସାଇଡ୍‌ ୱାଲ ମଧ୍ୟ ଦବିଯାଇଛି। କୌଣସି ମୂହୁର୍ତ୍ତରେ ଭାଂଗିଯିବାର ସମ୍ଭବନା ରହିଛି।

Aahar Kendra PhotoOR

ଭାଙ୍ଗି ଯାଇଥିବା ପାଚେରୀ

Manoranjan Sial
  • Published: Saturday, 05 August 2023
  • Updated: 05 August 2023, 04:31 PM IST

Sports

Latest News

ମାସେ ତଳେ ଲୋକାର୍ପଣ କରିଥିଲେ ବିଧାୟକ। ହେଲେ ଅସରାଏ ବର୍ଷାରେ ଭାଙ୍ଗିଲା ଆହାର କେନ୍ଦ୍ର ପାଚେରୀ। ଏପରି ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲା ରେଢାଖୋଲ ଏନ୍‌ଏସିରେ। ନିମ୍ନମାନର କାମ ପାଇଁ ପାଚେରୀ ଭାଙ୍ଗିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ରେଢାଖୋଲ ଏନ୍‌ଏସି ପକ୍ଷରୁ ପ୍ରାୟ ୩୮ ଲକ୍ଷ ଟଙ୍କାରେ ଟାଉନ ହଲ ପାଖରେ ଗୋଟିଏ ଆହର କେନ୍ଦ୍ର ନିର୍ମାଣ କରାଯାଇଥିଲା। ମାସେ ୧୦ ଦିନ ତଳେ ଏହି ଆହାର କେନ୍ଦ୍ରକୁ ପୂର୍ବତନ ଉଚ୍ଚ ଶିକ୍ଷାମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରୋହିତ ପୂଜାରୀ ଲୋକାର୍ପଣ କରିଥିଲେ। ହେଲେ ଦୁଇ ଦିନ ତଳେ ସେହି ଆହାର କେନ୍ଦ୍ରର ପାଚେରୀଟି ଭାଙ୍ଗି ଯାଇଛି। ଲଗାଣ ବର୍ଷା ଯୋଗୁ ପାଚେରୀ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି।

Also Read

ଲଗାଣ ବର୍ଷାରେ କେବଳ ଆହାର କେନ୍ଦ୍ର ପାଚେରୀ ନୁହେଁ, ଟାଉନ ହଲ ପାଖ କେରାଣ୍ଡି ଜୋର କଂକ୍ରିଟ ସାଇଡ୍‌ ୱାଲ ମଧ୍ୟ ଦବିଯାଇଛି। କୌଣସି ମୂହୁର୍ତ୍ତରେ ଭାଂଗିଯିବାର ସମ୍ଭବନା ରହିଛି। ନିମ୍ନମାର କାମ ଯୋଗୁ ପାଚେରୀ ଭାଙ୍ଗି ଥିବା ଅଭିଯୋଗ ହେଉଛି। ତେବେ ଏନଏସି ଅଧ୍ୟକ୍ଷ ଶିରାମ ସାହୁ କହିଛନ୍ତି, ଲଗାଣ ବର୍ଷାରେ କାନ୍ଥ ଭାଂଗିଛି। ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ସ୍ଥାନୀୟ ବୁଦ୍ଧିଜୀବୀ ବିଜୟ ମହାନ୍ତି କହିଛନ୍ତି, ଠିକାଦାର ଓ ଯନ୍ତ୍ରୀଙ୍କ ଭୁଲ କାର୍ଯ୍ୟ ପାଇଁ କାନ୍ଥ ଭାଙ୍ଗି ଯାଇଛି। ପାଣି ଯିବା ପାଇଁ ରାସ୍ତା ନକରି ପାଚେରୀ ନିର୍ମାଣ କରିଦେଲେ। ଯେଉଁଥିପାଇଁ କାନ୍ଥ ଭାଙ୍ଗିଗଲା। ଆଉ ଥରେ ବର୍ଷା ହେଲେ ବାକି କାନ୍ଥ ଭୁଶୁ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଯେଉଁ ଯନ୍ତ୍ରୀଙ୍କ ତ୍ରୁଟି ପାଇଁ ଏହି କ୍ଷତି ହୋଇଛି, ତାଙ୍କୁଠାରୁ କ୍ଷତିପୂରଣ ଆଦାୟ କରାଯାଉ। ଏଥିରୁ ଜଣାପଡ଼ୁଛି ଆହର କେନ୍ଦ୍ର ସୁରକ୍ଷିତ ନୁହେଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ରିପୋର୍ଟ-ରେଢ଼ାଖୋଲରୁ ରମାକାନ୍ତ ମହାନନ୍ଦ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story