ସରିଗଲା ଖୁସୀ | Odisha Reporter
ତିନି ଦିନ ତଳେ ପଡ଼ିଥିଲା ହାତ ଗଣ୍ଠି। ଲିଭିନି ଅଳତା, ଘରୁ ଯାଇନାହାନ୍ତି କୁଣିଆ ମୈତ୍ର। ହେଲେ ଲଭିଗଲା ନବ ଦମ୍ପତିଙ୍କ ଜୀବନ ଦୀପ। ବାହାଘର ତୃତୀୟ ଦିନରେ ସ୍ୱାମୀ-ସ୍ତ୍ରୀ ବାଇକ୍ରେ ବ୍ରହ୍ମପୁର ଯାଉଥିବା ବେଳେ ମଝି ରାସ୍ତାରେ ଧକ୍କା ଦେଲା ଟ୍ରାକ୍ଟର। ଆଉ ହାତ ଧରାଧରି ହୋଇ ଅଫେରା ରାଇଜକୁ ଚାଲିଗଲେ ନବ ଦମ୍ପତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
