Advertisment

ଗଛରେ ପିଟି ହେଲା ଆମ୍ବୁଲାନ୍ସ

ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଡ୍ରାଇଭର ଓ ହେଲପରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

author-image
Jitendra Garnayak
Ambulance

Ambulance

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ୧୦୮ ଆମ୍ବୁଲାନ୍ସ। ଫଳରେ ଉଭୟ ଆମ୍ବୁଲାନ୍ସ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି।

Advertisment

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ମହିଷାପାଟ ନିକଟରେ ଘଟିଛି ଏହି ଦୁର୍ଘଟଣା।

ଆମ୍ବୁଲାନ୍ସଟି କଟକରେ ରୋଗୀ ଛାଡ଼ି ଢେଙ୍କାନାଳ ଫେରୁଥିଲା।

ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଡ୍ରାଇଭର ଓ ହେଲପରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଢେଙ୍କାନାଳ ସଦର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତଙ୍କୁ ଉଦ୍ଧାର କରିଥିଲେ।

Advertisment
Accident