Advertisment

Accident: ପରୀକ୍ଷା ଦେଇ ଫେରୁଥିବା ବେଳେ ଓଲଟିଲା ଅଟୋ; ୮ ମାଟ୍ରିକ ପରୀକ୍ଷାର୍ଥୀ ଆହତ

ବାଣିଗୋଛା ଥାନା ନୂଆଗାଁ ଏବଂ କଳସଖମଣ ଅଞ୍ଚଳରୁ ୧୦ ଜଣ ଛାତ୍ରଛାତ୍ରୀ ଆଜି ପରୀକ୍ଷା ଦେବା ପାଇଁ ଏକ ଅଟୋରେ ୪୦କିଲୋମିଟର ଦୂର ଦଶପଲ୍ଲା ସରକାରୀ ଉଚ୍ଚବିଦ୍ୟାଳୟକୁ ଯାଇଥିଲେ।

auto
Advertisment

ଏକ ଅଟୋ ଓଲଟି ପଡ଼ିବାରୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଉଥିବା ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା କଇଁଆଡିହ ଗାଁ ନିକଟରେ।

Advertisment

ବାଣିଗୋଛା ଥାନା ନୂଆଗାଁ ଏବଂ କଳସଖମଣ ଅଞ୍ଚଳରୁ ୧୦ ଜଣ ଛାତ୍ରଛାତ୍ରୀ ଆଜି ପରୀକ୍ଷା ଦେବା ପାଇଁ ଏକ ଅଟୋରେ ୪୦କିଲୋମିଟର ଦୂର ଦଶପଲ୍ଲା ସରକାରୀ ଉଚ୍ଚବିଦ୍ୟାଳୟକୁ ଯାଇଥିଲେ।

ସେମାନେ ପରୀକ୍ଷା ଦେଇ ଘରକୁ ଫେରିବା ବେଳେ କଇଁଆଡ଼ିହ ଗାଁ ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଲକୁ ଖସି ଯାଇ ଓଲଟି ପଡ଼ିଥିଲା। ଏଥିରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe