ଏତେ ବଡ଼ ଦୁର୍ଘଟଣା କେମିତି ହେଲା ?

4 ମାସ ପରେ ପୁଣି ଏକ ଟ୍ରେନ ଟ୍ରାଜେଡି। ସମାନ ଢଙ୍ଗରେ ହେଲା ଦୁର୍ଘଟଣା। ତେବେ ଆନ୍ଧ୍ରପ୍ରଦେଶ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଏତେ ବଡ଼ ଦୁର୍ଘଟଣା କେମିତି ହେଲା ?

Manoj Swain
  • Published: Monday, 30 October 2023
  • Updated: 30 October 2023, 05:04 PM IST

Sports

Latest News

4 ମାସ ପରେ ପୁଣି ଏକ ଟ୍ରେନ ଟ୍ରାଜେଡି। ସମାନ ଢଙ୍ଗରେ ହେଲା ଦୁର୍ଘଟଣା। ତେବେ ଆନ୍ଧ୍ରପ୍ରଦେଶ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଏତେ ବଡ଼ ଦୁର୍ଘଟଣା କେମିତି ହେଲା ? ସିଗନାଲ୍ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ? ଏତେ ବଡ଼ ଦୁର୍ଘଟଣା ପଛର କାରଣ କଣ ? ଦୁର୍ଘଟଣା ଯଦି ମନୁଷ୍ୟକୃତ ତେବେ କାହାର ଭୁଲ ?  ତେବେ ଏସବୁର କାରଣ ଖୋଜୁଛି ରେଲୱେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos