ଦୁର୍ଘଟଣା ପଛର ସତ ! | Odisha Reporter
Advertisment
4 ମାସ ପରେ ପୁଣି ଏକ ଟ୍ରେନ ଟ୍ରାଜେଡି। ସମାନ ଢଙ୍ଗରେ ହେଲା ଦୁର୍ଘଟଣା। ତେବେ ଆନ୍ଧ୍ରପ୍ରଦେଶ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଏତେ ବଡ଼ ଦୁର୍ଘଟଣା କେମିତି ହେଲା ? ସିଗନାଲ୍ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ? ଏତେ ବଡ଼ ଦୁର୍ଘଟଣା ପଛର କାରଣ କଣ ? ଦୁର୍ଘଟଣା ଯଦି ମନୁଷ୍ୟକୃତ ତେବେ କାହାର ଭୁଲ ? ତେବେ ଏସବୁର କାରଣ ଖୋଜୁଛି ରେଲୱେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us