ଅଟୋକୁ ପିଟିଲା ବସ୍‌, ଚାଲିଗଲା ୫ ଜୀବନ

ସାବରୀମାଳା ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍‌ ଏକ ଅଟୋକୁ ପିଟିବାରୁ ଏହି ଦୁର୍ଘଟଣା ଘଟିଛି।

Accident

ଦୁର୍ଘଟଣାଗ୍ରସ୍ତ ଗାଡ଼ି ।

Niharika Rout
  • Published: Saturday, 16 December 2023
  • Updated: 16 December 2023, 08:27 AM IST

Sports

Latest News

କେରଳ ମାଲାପୁରମ୍‌ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଯାଇଛି ୫ ଜୀବନ । ସାବରୀମାଳା ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍‌ ଏକ ଅଟୋକୁ ପିଟିବାରୁ ଏହି ଦୁର୍ଘଟଣା ଘଟିଛି। ଅଟୋରେ ଥିବା ୫ ଜଣଙ୍କର ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବା ଜଣାଯାଇଛି।

ଗତକାଲି ସନ୍ଧ୍ୟାରେ କର୍ଣ୍ଣାଟକରୁ ଶ୍ରଦ୍ଧାଳୁଙ୍କୁ ଧରି ଏକ ବସ୍‌ କେରଳର ସାବରୀମାଳା ଅଭିମୁଖେ ଯାଉଥିଲା। ମାତ୍ର ବସ୍‌ଟି ମାଲାପୁରମ୍‌ ନିକଟରେ ଏକ ବୁଲାଣି ଅତିକ୍ରମ କରୁଥିବା ବେଳେ ସାମନା ପଟୁ ଏକ ଅଟୋକୁ ଧକ୍କା ଦେଇଥିଲା ।

Also Read

ଏହି ଦୁର୍ଘଟଣାର ଅଟୋଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଟୋ ଡ୍ରାଇଭର, ୨ ଶିଶୁଙ୍କ ସମେତ ୫ ଜଣ ଥିଲେ। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ କୋଝିକୋଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୁଲିସ୍‌ ପହଞ୍ଚି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗାଡ଼ି ଦୁଇଟିକୁ ଜବତ କରିଛି। ଏଥିସହ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story