Fire IN Bus Dipo
ଆଖି ପିଛୁଳାକେ ବସ୍ ଡିପୋରେ ଲାଗିଲା ନିଆଁ। ଆଉ ଚାହୁଁ ଚାହୁଁ ଛାରଖାର ହୋଇଗଲା ଏକାଧିକ ବସ୍ । ଦେଖୁ ଦେଖୁ ବସ୍ଗୁଡ଼ିକ ପାଉଁଶରେ ପରିଣତ ହୋଇଗଲା। ଏପରି ଏକ ଭୟାବହ ଅଗ୍ନିକାଣ୍ଡ ବେଙ୍ଗାଲୁରରେ ଘଟିଛି।
Advertisment
ବେଙ୍ଗାଲୁରର ବୀରଭଦ୍ରନଗର ବସ୍ ଡିପୋରେ ଆଜି ହଠାତ୍ ନିଆଁ ଲାଗି ଯାଇଛି । ଫଳରେ ଘଟଣାସ୍ଥଳରେ ହୁତ୍ ହୁତ୍ ହେଇ ଜଳୁଛି ଏକାଧିକ ବସ୍ । ଏହି ଅଘଟଣରେ ଡିପୋରେ ପ୍ରାୟ ୧୦ଟି ବସ୍ ଥିବା ବେଳେ ସବୁ ଜଳି ଯାଇଥିବା ଜଣାଯାଇଛି।
ନିଆଁର ପ୍ରଭାବ ଏତେ ଅଧିକ ଯେ ଦୂର ଦୂର ଯାଏଁ ବ୍ୟାପିବାରେ ଲାଗିଛି ନିଆଁ ଓ ଧୂଆଁ । ପରିସ୍ଥିତି ଏମିତି ହୋଇଛି କି ଦୂର ଦୂର ଯାଏଁ ଏହାର ପ୍ରଭାବ ଅନୂଭବ ହୋଇଛିା ଏତେ ବଡ଼ ଅଗ୍ନିକାଣ୍ଡକୁ ଆୟତ୍ତ କରିବାକୁ ୫ରୁ ଅଧିକ ଅଗ୍ନିଶମ ବାହିନୀ ଗାଡ଼ି ନିୟୋଜିତ ହୋଇଛନ୍ତି।
Advertisment
#WATCH | Private buses parked in a bus depot in Bengaluru's Veerabhadranagar catch fire
Detailed awaited. pic.twitter.com/gC0WAmksCZ
— ANI (@ANI) October 30, 2023
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
