Advertisment

ଅଙ୍ଗଦାନ କରି ଅମର ୮ ବର୍ଷର ଶୁଭୋଜିତ

ଭୁବନେଶ୍ଵର କଳ୍ପନା ଅଞ୍ଚଳର ବିଶ୍ୱଜିତ୍ ସାହୁଙ୍କ ପୁଅ ହେଉଛନ୍ତି ଶୁଭୋଜିତ।

Advertisment

ପରୀକ୍ଷା ଥିବାରୁ ବାପା, ମାଆ, ଜେଜେଙ୍କୁ ପ୍ରଣାମ କରି ଘରୁ ବାହାରିଥିଲେ କୁଳନନ୍ଦନ ଶୁଭୋଜିତ। କିନ୍ତୁ ସେ ଜାଣିନଥିଲେ ସେହି ପ୍ରଣାମ ଥିଲା ତାଙ୍କ ପାଇଁ ଶେଷ ପ୍ରଣାମ। ଆଉ ସେହି ପରୀକ୍ଷା ଥିଲା ଜୀବନର ଶେଷ ପରୀକ୍ଷା ବୋଲି। ଜୀବନର ଶେଷ ପରୀକ୍ଷା ଖାତାରେ ଲେଖିବା ପୂର୍ବରୁ ନିଷ୍ଠୁର ହେଲା ଦଇବ! ସ୍କୁଲର ଶ୍ରେଣୀ ଗୃହରେ ପଡ଼ିଗଲେ। ଆଉ ମେଡ଼ିକାଲ୍‌ରେ ଚିକିତ୍ସା ହେଉ ହେଉ ବ୍ରେନ୍‌ ଡେଡ୍‌ ହୋଇଗଲା। ପୁଅ ଆଉ କୋଳକୁ ଫେରିବନି ଭାବି ଛାତିକୁ କଠୋର କରି ନେଲେ ବଡ଼ ନିଷ୍ପତ୍ତି। ଶୁଭୋଜିତର ଅଙ୍ଗଦାନ କରିଦେ। ଏବେ ୮ ଜଣଙ୍କ ଦେହରେ ୮ ବର୍ଷର ଶୁଭୋଜିତ ସାହୁ ରହିବ।

Advertisment
Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe