୨ ଘଣ୍ଟାର ସର୍ଚ୍ଚ ଅପରେଶନ୍‌ ପରେ ତେଲ ନଦୀରୁ ୩ ବାଇକ୍‌ ଆରୋହୀ ଉଦ୍ଧାର

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଡମାମୁଣ୍ଡା ଗାଁର ସତ୍ୟ ରାଜହଂସ, ଅଶୋକ ରାଜହଂସ ଓ ବରୁଣ ସାଲମା କୌଣସି କାମରେ ବାଇକ୍‌ରେ ସୋନପୁର ଟାଉନ୍‌କୁ ଆସିଥିଲେ। କାମସରି ଘରକୁ ଫେରୁଥିଲେ।

Bike PhotoOR

ଦୁର୍ଘଟଣା ପରେ ବ୍ରିଜ୍‌ ଉପରେ ବାଇକ୍‌ ପଡ଼ିଛି

Manoranjan Sial
  • Published: Thursday, 25 January 2024
  • Updated: 25 January 2024, 09:52 PM IST

Sports

Latest News

ଦୁର୍ଘଟଣାରେ ୩ ବାଇକ୍‌ ଆରୋହୀ ତେଳ ନଦୀରେ ଖସି ପଡ଼ିଥିଲେ। ଦୁଇ ଘଣ୍ଟାର ସର୍ଚ୍ଚ ଅପରେଶନ୍‌ ପରେ ୩ ବାଇକ୍‌ ଆରୋହୀଙ୍କୁ ଅଗ୍ନିଶମ ଅଧିକାରୀମାନେ ନଦୀରୁ ଉଦ୍ଧାର କରିଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୋନପୁର-ମନମୁଣ୍ଡକୁ ସଂଯୋଗ କରୁଥିବା ବ୍ରିଜ୍‌ରେ ଘଟିଛି।

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଡମାମୁଣ୍ଡା ଗାଁର ସତ୍ୟ ରାଜହଂସ, ଅଶୋକ ରାଜହଂସ ଓ ବରୁଣ ସାଲମା କୌଣସି କାମରେ ବାଇକ୍‌ରେ ସୋନପୁର ଟାଉନ୍‌କୁ ଆସିଥିଲେ। କାମସରି ଘରକୁ ଫେରୁଥିଲେ। ସନ୍ଧ୍ୟା ବେଳେ ସୋନପୁର-ମନମୁଣ୍ଡକୁ ସଂଯୋଗ କରୁଥିବା ତେଲ ନଦୀ ବ୍ରିଜ୍‌ରେ ବାଇକ୍‌କୁ ଏକ ଚାରି ଗାଡ଼ି ଧକ୍କା ଦେଇଥିଲା। ଯାହାଫଳରେ ୩ ଜଣ ଛିଟିକି ହୋଇ ତେଲ ନଦୀରେ ପଡ଼ିଥିଲେ।

Also Read

ସ୍ଥାନୀୟ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀମାନେ ନଦୀରେ ସର୍ଚ୍ଚ ଅପରେଶନ୍‌ କରିଥିଲେ। ପ୍ରାୟ ୨ ଘଣ୍ଟା ପରେ ସମସ୍ତଙ୍କୁ ନଦୀ ଭିତରୁ ଉଦ୍ଧାର କରିଥିଲେ। ସମସ୍ତଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଅଗ୍ନିଶମ ବିଭାଗ ୩ ଜଣଙ୍କୁ ଉଦ୍ଧାର କରି ସୋନପୁର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା।

ସେପଟେ ଦୁର୍ଘଟଣା ପରେ ଗାଡ଼ି ଚମ୍ପଟ ମାରିଛି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। 

ରିପୋର୍ଟ- ସୋନପୁରରୁ ରବୀନ୍ଦ୍ର ହୋତା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story