Advertisment

ସମ୍ବଲପୁରରୁ ଏୟାରଲିଫ୍ଟ ହେବେ ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ବେଲଡିହି ନିକଟରେ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ପ୍ରସନ୍ନଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା।

author-image
Manoj Swain

ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓ ଗୁରୁତର ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ବେଲଡିହି ନିକଟରେ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ପ୍ରସନ୍ନଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା। ତାଙ୍କୁ ଭୁବନେଶ୍ୱର ଏୟାରଲିପ୍ଟ କରାଯିବ। ତେବେ ପ୍ରସନ୍ନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଲେ ସମ୍ବଲପୁରର ଡାକ୍ତର। ଏ ନେଇ ସୂଚନା ଦେଇଛନ୍ତି ପ୍ରସନ୍ନଙ୍କ ସହଯୋଗୀ...

Advertisment
BjD Prasanna Acharya Odisha