ନଦୀ ପାର ହେଉଥିଲେ! ମଝିରେ ବୁଡ଼ିଲା ଡଙ୍ଗା

ପାଡୁଆ ଥାନା କୁଲାସିଂ ପଞ୍ଚାୟତ ତାନସିଂ ଗାଁର ଲାଲମଣି ସୀସା(୪୦), ଶଶି ରେଖା ଆର୍ଲାବ (୩୫), ଶାନ୍ତି ସୀସା (୭), ନବିନା ଆର୍ଲାବ (୧୪) ଓ ପୁଷ୍ପାଞ୍ଜଳି ଆରଲାବ(୬) ଦେଶୀ ଡଙ୍ଗା ଚଲାଇ ପାତାଳୀ ପଦୀ ପାର ହୋଇ ବଡେଲା ଗାଁକୁ ଯାଉଥିଲେ। ହେଲେ ନଦୀ ମଝିରେ ଡଙ୍ଗାଟି ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲା।

Koraput PhotoOR

ନଦୀ ପଠାରେ ଲୋକଙ୍କ ଗହଳୀ

Manoranjan Sial
  • Published: Thursday, 28 December 2023
  • Updated: 28 December 2023, 09:34 PM IST

Sports

Latest News

ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନଦୀ ପାର ହୋଇ ଯାଉଥିଲେ। ହେଲେ ନଦୀ ମଝିରେ ବୁଡ଼ିଗଲା ଡଙ୍ଗା। ଆଉ ଚାଲିଗଲା ଜଣଙ୍କ ଜୀବନ। ଅନ୍ୟ ୪ ଜଣ ନିଖୋଚ ଅଛନ୍ତି। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି। ଉଦ୍ଧାର କାର୍ଯ୍ୟ ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଦ୍ଧାରକାରୀ ଦଳ।

ପାଡୁଆ ଥାନା କୁଲାସିଂ ପଞ୍ଚାୟତ ତାନସିଂ ଗାଁର ଲାଲମଣି ସୀସା(୪୦), ଶଶି ରେଖା ଆର୍ଲାବ (୩୫), ଶାନ୍ତି ସୀସା (୭), ନବିନା ଆର୍ଲାବ (୧୪) ଓ ପୁଷ୍ପାଞ୍ଜଳି ଆରଲାବ(୬) ଦେଶୀ ଡଙ୍ଗା ଚଲାଇ ପାତାଳୀ ପଦୀ ପାର ହୋଇ ବଡେଲା ଗାଁକୁ ଯାଉଥିଲେ। ହେଲେ ନଦୀ ମଝିରେ ଡଙ୍ଗାଟି ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲା। ଆଉ ସମସ୍ତେ ବୁଡ଼ି ଯାଇଥିଲେ। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିନି। ତେବେ ଜଣଙ୍କ ମୃତଦେହ ତାନସିଂ ଘାଟ ନିକଟରେ ଭାସୁଥିବା ଦେଖିବାକୁ ମିଳିଛି। ମୃତକ ହେଲେ ଲାଲ୍‌ମଣି ସୀମା।

Also Read

ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। କୋରାପୁଟରୁ ଓଡ୍ରାଫ୍‌ ଟିମ୍‌ ବାହାରିଛି। ନନ୍ଦପୁର ତହସିଲଦାର ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଅନ୍ୟପକ୍ଷରେ ଶୀତୁଆ ଦିନକୁ ରାତି ମାଡ଼ି ଆସୁଛି। ଏପରି ସ୍ଥିତିରେ କେମିତି ଉଦ୍ଧାର କାର୍ଯ୍ୟ ହେବ, ତାହା ଏବେ ବଡ଼ କାଠିକର ପାଠ ହେବ।

ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story