ଟିକେ, ଭାବିଲେ, ଆପଣ ଭୁବନେଶ୍ୱରରେ ଅଛନ୍ତି, ଛୁଟିଦିନରେ ସ୍ତ୍ରୀ ପିଲାଛୁଆଙ୍କୁ ଧରି କୁଆଡ଼େ ବାହାରିଲେ, ଆପଣ ଧୀରେ ଧୀରେ ଗାଡ଼ି ଚଳାଇ ଯାଉଥିବେ, ଅଚାନକ ଜଣେ ମଦୁଆ ଡ୍ରାଇଭର ଦ୍ରୁତଗତିରେ ଆସିବ, ଆପଣଙ୍କ ଉପରେ ମାଡ଼ିଯିବ, ଆପଣ କଣ କରିବେ? ସମାନ ଧରଣର ଦୁର୍ଘଟଣା, ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ଘଟିଛି।