Advertisment

ସାପ କାମୁଡ଼ାରେ ଭାଇ-ଭଉଣୀ ମୃତ

ଗାଢ଼ ନିଦରେ ଶୋଇ ଆଗାମୀ କାଲିପାଇଁ ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ଦୁଇ ଦୁଇଟା କଅଁଳ ଆଖି ସବୁଦିନ ପାଇଁ ବନ୍ଦ ହୋଇଯାଇଛି ।

author-image
Manoj Swain

ଗାଢ଼ ନିଦରେ ଶୋଇ ଆଗାମୀ କାଲିପାଇଁ ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ଦୁଇ ଦୁଇଟା କଅଁଳ ଆଖି ସବୁଦିନ ପାଇଁ ବନ୍ଦ ହୋଇଯାଇଛି । କାଳସର୍ପର କରାଳ ବିଷ ଛଟପଟ କରି ନେଇଯାଇଛି ଦୁଇ ଭାଇ ଭଉଣୀଙ୍କ ଜୀବନ.. ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଛନ୍ତି ଏଇ ନିରୀହ କଅଁଳ ଦୁଇ ଭାଇଭଉଣୀ... 

Advertisment
Odisha Snake Bite