ଆସିଥିଲା ସାପ କରିଦେଇଗଲା ଶେଷ କାନ୍ଦୁଛି ଗାଁ ଝୁରୁଛନ୍ତି ପରିବାର | Brother & Sister dies after snake bite |OR
Advertisment
ଗାଢ଼ ନିଦରେ ଶୋଇ ଆଗାମୀ କାଲିପାଇଁ ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ଦୁଇ ଦୁଇଟା କଅଁଳ ଆଖି ସବୁଦିନ ପାଇଁ ବନ୍ଦ ହୋଇଯାଇଛି । କାଳସର୍ପର କରାଳ ବିଷ ଛଟପଟ କରି ନେଇଯାଇଛି ଦୁଇ ଭାଇ ଭଉଣୀଙ୍କ ଜୀବନ.. ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଛନ୍ତି ଏଇ ନିରୀହ କଅଁଳ ଦୁଇ ଭାଇଭଉଣୀ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us