ରିଲସ ଅପଲୋଡ଼ ହେଲା ଜୀବନ ଚାଲିଗଲା | Odisha Reporter
ରିଲ୍ସ କରୁ କରୁ ଚାଲିଗଲା ଯବାନଙ୍କ ଜୀବନ
ଗଞ୍ଜାମ: ରାସ୍ତାରେ ରିଲ୍ସ କରୁ କରୁ ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ । ମୃତ ଯବାନ ଜଣଙ୍କ ହେଲେ କୁଶରାବ ଗାଁର ୨୫ ବର୍ଷୀୟ ଜିତେନ୍ଦ୍ର କୁମାର ପାଢୀ । ସେ ଦୁଇ ବର୍ଷ ହେବ ପଞ୍ଜାବରେ ସୀମା ସୁରକ୍ଷା ବଳରେ କାଯ୍ୟ କରୁଥିଲେ।
ରିଲସ ଅପଲୋଡ଼ ହେଲା ଜୀବନ ଚାଲିଗଲା | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
