Accident
Advertisment
ଚକା ଫାଟି ଯିବାରୁ ଏକ ବସ୍ ଓଲଟି ପଡ଼ିଛି। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜଏରପଡ଼ା ଗାଁ ନିକଟରେ। ଏଥିରେ ଡ୍ରାଇଭରଙ୍କ ସମେତ ୭ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
Advertisment
ଦୁର୍ଘଟଣାଗ୍ରସ୍ତ ବସ୍ ନିକଟରେ ଲୋକଙ୍କ ଭିଡ଼ଏହି ଘରୋଇ ବସ୍ଟି ନୂଆପଡ଼ା ଜିଲ୍ଲା ଖରିଆରରୁ ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜିକୁ ଯାଉଥିଲା। ବସ୍ରେ ୨୦ରୁ ଅଧିକ ଲୋକ ଥିଲେ। ତେବେ ଜୁଏରପଡ଼ା ନିକଟରେ ଚକା ଫାଟି ଯିବାରୁ ଏହା ଓଲଟି ପଡ଼ିଥିଲା।
ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ଖରିଆର ସ୍ୱାସ୍ଥ୍ୟ କେନ୍ଦ୍ର ଓ ଭାଲୁମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1692451909.jpg)