Advertisment

CISF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲାରେ CISF ଯବାନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।

Rourkela

Rourkela

Advertisment

ରାଉରକେଲାରେ CISF ଯବାନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। CISF ବାରାକ ପରିସର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ମୃତଦେହ ଜବତ କରି ପ୍ଲାଣ୍ଟସାଇଟ୍‌ ଥାନା ପୁଲିସର ତଦନ୍ତ କରୁଛି। ମୃତ ଯବାନଙ୍କ ନାମ ସାହିଲ କୁମାର ଜଣାପଡ଼ି ଥିବା ବେଳେ ସେ କନଷ୍ଟେବଳ ରାଙ୍କର ବୋଲି ସୂଚନା ରହିଛି।

Advertisment

 ଆଜି ଯବାନଙ୍କର ଗଛରୁ ଝୁଲନ୍ତା ମୃତଦେହ ମିଳିଛି। ଖବର ପାଇ ପ୍ଲାଣ୍ଟ ସାଇଟ୍ ଥନା ପୁଲିସ ଓ CISF ର ଅଫିସର ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ – ରାଉରକେଲାରୁ ପବନ ତିୱାରି

Rourkela Cisf
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe