Advertisment

କାନ ଧରି ଉଠବସ୍ ବେଳେ ଉଡ଼ିଗଲା ପ୍ରାଣବାୟୁ

ମ୍ୟାଡାମଙ୍କ ନାଲି ଆଖିକୁ ଡରି ଉଠ୍ ବସ୍ ହେଉଥିବା ବେଳେ ହିଁ ଟଳି ପଡ଼ିଲା ଚତୁର୍ଥ ଶ୍ରେଣୀ ଛାତ୍ର। ଏପରି ଏକ ଲୋମଟାଙ୍କୁରା ଘଟଣା ବୁଧବାର ଦିନ ଯାଜପୁର ଜିଲ୍ଲାରେ ଘଟିଛି।

author-image
Manoj Swain

ଦଣ୍ଡମୁକ୍ତ ଅଞ୍ଚଳରେ ମିଳିଲା ଦଣ୍ଡ। ପାଠ ନ ଆସିବାରୁ ଶାସ୍ତି ଦେଲେ ମ୍ୟାଡାମ୍‌। ମ୍ୟାଡାମଙ୍କ ନାଲି ଆଖିକୁ ଡରି ଉଠ୍ ବସ୍ ହେଉଥିବା ବେଳେ ହିଁ ଟଳି ପଡ଼ିଲା ଚତୁର୍ଥ ଶ୍ରେଣୀ ଛାତ୍ର। ଏପରି ଏକ ଲୋମଟାଙ୍କୁରା ଘଟଣା ବୁଧବାର ଦିନ ଯାଜପୁର ଜିଲ୍ଲାରେ ଘଟିଛି। ମୃତ ଛାତ୍ରଜଣକ ହେଲେ କୁଆଖିଆ ଥାନା ସାନଓରାଳି ସୂର୍ଯ୍ୟ ନାରାୟଣ ନୋଡାଲ ୟୁପି ସ୍କୁଲର ରୁଦ୍ର ନାରାୟଣ ସେଠୀ ବୋଲି ଜଣାଯାଇଛି।

Advertisment
Odisha Jajpur