Advertisment

କାନ ଧରି ଉଠବସ୍ ବେଳେ ଉଡ଼ିଗଲା ପ୍ରାଣବାୟୁ

ମ୍ୟାଡାମଙ୍କ ନାଲି ଆଖିକୁ ଡରି ଉଠ୍ ବସ୍ ହେଉଥିବା ବେଳେ ହିଁ ଟଳି ପଡ଼ିଲା ଚତୁର୍ଥ ଶ୍ରେଣୀ ଛାତ୍ର। ଏପରି ଏକ ଲୋମଟାଙ୍କୁରା ଘଟଣା ବୁଧବାର ଦିନ ଯାଜପୁର ଜିଲ୍ଲାରେ ଘଟିଛି।

Advertisment

ଦଣ୍ଡମୁକ୍ତ ଅଞ୍ଚଳରେ ମିଳିଲା ଦଣ୍ଡ। ପାଠ ନ ଆସିବାରୁ ଶାସ୍ତି ଦେଲେ ମ୍ୟାଡାମ୍‌। ମ୍ୟାଡାମଙ୍କ ନାଲି ଆଖିକୁ ଡରି ଉଠ୍ ବସ୍ ହେଉଥିବା ବେଳେ ହିଁ ଟଳି ପଡ଼ିଲା ଚତୁର୍ଥ ଶ୍ରେଣୀ ଛାତ୍ର। ଏପରି ଏକ ଲୋମଟାଙ୍କୁରା ଘଟଣା ବୁଧବାର ଦିନ ଯାଜପୁର ଜିଲ୍ଲାରେ ଘଟିଛି। ମୃତ ଛାତ୍ରଜଣକ ହେଲେ କୁଆଖିଆ ଥାନା ସାନଓରାଳି ସୂର୍ଯ୍ୟ ନାରାୟଣ ନୋଡାଲ ୟୁପି ସ୍କୁଲର ରୁଦ୍ର ନାରାୟଣ ସେଠୀ ବୋଲି ଜଣାଯାଇଛି।

Advertisment
Jajpur Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe