Advertisment

ଆଖି ପିଛୁଳାକେ ଝାମ୍ପିନେଲା କୁମ୍ଭୀର

ମଇଁଷି ଚରାଇବାକୁ ଯାଇଥିବା ଜଣେ ଗ୍ରାମବାସୀଙ୍କୁ ଝାମ୍ପି ନେଇଛି କୁମ୍ଭୀର।

author-image
Manoj Swain

ପୁଣି ଥରେ କେନ୍ଦ୍ରାପଡ଼ି ଜିଲ୍ଲାରେ ଆତଙ୍କ ଖେଳାଇଛି କୁମ୍ଭୀର। ମଇଁଷି ଚରାଇବାକୁ ଯାଇଥିବା ଜଣେ ଗ୍ରାମବାସୀଙ୍କୁ ଝାମ୍ପି ନେଇଛି କୁମ୍ଭୀର। ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଇଚ୍ଛାପୁର ଗାଁର ଆଜାମ୍ବର ନାୟକ(୫୮)। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Accident Crocodile Attack