Advertisment

ପାଣ୍ଡିଆନଙ୍କ ସଭା ପାଇଁ ୨ ଛାତ୍ର ବୁଡ଼ିଗଲେ!

କଲେଜ ଯାଇଥିଲେ ପଢ଼ିବାକୁ, ପରିବାର ଲୋକେ ଖବର ପାଇଲେ ତାଙ୍କ ପିଲା ମହାନଦୀରେ ବୁଡ଼ିଗଲେ। ଏମିତି କେମିତି ହେଲା? ଅଭିଭାବକଙ୍କ ଅଜ୍ଞାତରେ କେମିତି ଅଧାରୁ କ୍ଲାସ ଛୁଟି ହେଲା? ୫-ଟି ସଚିବ ଆସୁଥିବାରୁ ହଠାତ ସସପେଣ୍ଡ କରି ଦିଆଗଲା।

Odisha Accident Vk Pandian Drowning Drown Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe