Advertisment

କୁଆଡେ ଗଲେ ୪୦ ଛେଳି ସହ ମାଲିକ ? ୨ ଦିନ ହେଲା ମିଳୁନି ପତ୍ତା

ଗତ ୨୪ ତାରିଖ ଦିନ ଜଙ୍ଗଲକୁ ଛେଳି ଚରାଇବାକୁ ନେଇଥିଲେ ବୃଦ୍ଧ ଜଣଙ୍କ। କିନ୍ତୁ ସେହି ଦିନଠାରୁ ବୃଦ୍ଧଙ୍କ କିଛି ଖୋଜ ଖବର ନାହିଁ।

Advertisment

କୁଆଡେ ଗଲେ  ୪୦ ଛେଳି ସହ ଜଣେ ବୃଦ୍ଧ। ଦୁଇ ଦିନ ହେବ ମିଳୁନି ପତ୍ତା। ଗତ ୨୪ ତାରିଖ ଦିନ ଜଙ୍ଗଲକୁ ଛେଳି ଚରାଇବାକୁ ନେଇଥିଲେ ବୃଦ୍ଧ ଜଣକ। କିନ୍ତୁ ସେହି ଦିନଠାରୁ ବୃଦ୍ଧଙ୍କ କିଛି ଖୋଜ ଖବର ନାହିଁ। ଯାହା ଫଳରେ ପରିବାର ଲୋକଙ୍କ ମନରେ ସୃଷ୍ଟି ହେଉଛି ଆଶଙ୍କା। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବରୁଣପୁର ଗାଁରେ ଏ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment
Ganjam Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe