House
Advertisment
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଏକ ଗୋଠଛଡ଼ା ଦନ୍ତାର ଉତ୍ପାତ ଜାରି ରହିଛି। ଗତକାଲି ବିଳମ୍ବିତ ରାତିରେ ଏହି ହାତୀ କରଞ୍ଜିଆ ବନଖଣ୍ଡର କୁଳିପୋଷି ଗାଁରେ ପଶି ନଗମା କାରୁଆଙ୍କ ଘର ଭାଙ୍ଗି ଦେଇଛି। ହାତୀଟି ଘର ଭାଙ୍ଗିବା ସହିତ ଧାନ, ଚାଉଳ ଖାଇ ଦେଇଛି।
Advertisment
ହାତୀ ଆକ୍ରମଣରେ ଘରଟି ନଷ୍ଟ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ନଗମା କାରୁଆ ଓ ତାଙ୍କ ପରିବାର ଲୋକେ। ନଗମା କାରୁଆ ଜଣେ ଗରିବ ଲୋକ ହୋଇଥିବାରୁ ତାଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି। ଗ୍ରାମବାସୀ।
ରିପୋର୍ଟ- କରଞ୍ଜିଆରୁ ଦୀପକ କୁମାର ମହନ୍ତ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/House_1714885271.jpg)