ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ | Odisha Reporter
ଚାଷରେ କ୍ଷତି ହେବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ମୃତ ଚାଷୀ ଜଣଙ୍କ ହେଲେ ରମେଶ ଭୋଇ। ତାଙ୍କ ଘର ପୁଇଁତଳା ବ୍ଲକ ବୁବେଇ ଗାଁରେ। ରମେଶ ୧୦ଏକର ଜମିରେ ଚାଷ କରିଥିଲେ। ସେଥିରୁ ୫ ଏକର ଜମିରେ ଚକଡ଼ା ପୋକ ମାଡ଼ି ଯାଇଥିଲା।। ଏନେଇ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ରମେଶ। ଗତକାଲି ବିଲକୁ କୌଣସି କାମରେ ଯାଇଥିଲେ। ସେଠାରେ ସେ ବିଷ ପିଇ ଦେଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
