Advertisment

ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ

ବଲାଙ୍ଗିର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ।

Advertisment

ଚାଷରେ କ୍ଷତି ହେବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ମୃତ ଚାଷୀ ଜଣଙ୍କ ହେଲେ ରମେଶ ଭୋଇ। ତାଙ୍କ ଘର ପୁଇଁତଳା ବ୍ଲକ ବୁବେଇ ଗାଁରେ। ରମେଶ ୧୦ଏକର ଜମିରେ ଚାଷ କରିଥିଲେ। ସେଥିରୁ ୫ ଏକର ଜମିରେ ଚକଡ଼ା ପୋକ ମାଡ଼ି ଯାଇଥିଲା।। ଏନେଇ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ରମେଶ। ଗତକାଲି ବିଲକୁ କୌଣସି କାମରେ ଯାଇଥିଲେ। ସେଠାରେ ସେ ବିଷ ପିଇ ଦେଇଥିଲେ।

Advertisment
Odisha Balangir Farmer Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe