Advertisment

ଉତ୍ତରାଖଣ୍ଡର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ

ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ହୋଟେଲରେ ପାର୍କିଂ ହୋଇଥିବା ଦୁଇଟି ଗାଡି ପୋଡି ପାଉଁସ ହୋଇଯାଇଛି।

ଅଦ୍ୟତନ ହୋଇଛି
Fire Breaks Out In Hotel

Fire Breaks Out In Hotel

Advertisment

ଉତ୍ତରାଖଣ୍ଡର ମୁସୁରୀର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ହୋଟେଲରେ ପାର୍କିଂ ହୋଇଥିବା ଦୁଇଟି ଗାଡି ପୋଡି ପାଉଁସ ହୋଇଯାଇଛି। ଖବର ଲେଖାହେବା ସୁଦ୍ଧା କୌଣସି ମୃତାହତଙ୍କ ସୂଚନା ମିଳିନଥିଲା।

Advertisment

ସୂଚନା ଅନୁସାରେ, ମସୁରୀର ଓଟସ ବ୍ୟାକ ରୋଡରେ ଥିବା ସିଡସ୍ ରିଙ୍କ ହୋଟେଲରେ ନିଆଁ ଲାଗିଯାଇଥିଲା। ଖବର ପାଇ ଦମକାଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କିନ୍ତୁ ପାର୍କିଂ ହୋଇଥିବା ଦୁଇଟି ଗାଡି ପୋଡିଯାଇଛି। ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା କୁହାଯାଉଛି।

ଏହି ଅଗ୍ନାକଣ୍ଡ ପରେ ସ୍ଥାନୀୟ ଅଞ୍ଚଳ ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଛି। ଲୋକେ ଭୟଭୀତ ହୋଇପଡିବାରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କ୍ଷୟକ୍ଷତି ନେଇ କୌଣସି ଆକଳନ କରାଯାଇ ନାହିଁ। 

Advertisment
Fire Breaks Out In Hotel Fire Incident Uttarakhand Fire In Hotel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe