ରାଜଧାନୀ ଭୁବନେଶ୍ୱରରେ ଛନକା। ଅନ୍ୟତମ ବ୍ୟସ୍ତ ବହୁଳ ଚନ୍ଦକା ଶିଳ୍ପାଞ୍ଚଳରେ ଏକ କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ ହୋଇଛି। ଶିଭମ୍ କେମିକାଲ୍ସ ନାମକ ଫ୍ୟାକ୍ଟ୍ରିରେ ସୋଡିୟମ୍ ହାଇପୋକ୍ଲୋରାଇଟ୍ ଗ୍ୟାସ୍ ଲିକ୍ ହୋଇଛି। ଏହାକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ୫ଟି ଟିମ୍ ଉଦ୍ୟମ କରୁଛନ୍ତି।୨ଟି ସିଲିଣ୍ଡରକୁ ଜନବସତିରୁ ଦୂରକୁ ନେଇଯାଇଛନ୍ତି ଅଗ୍ନିଶମ କର୍ମଚାରୀ।
Also Read
ସଂପୃକ୍ତ ଅଞ୍ଚଳରେ ରାସ୍ତାଘାଟ ବନ୍ଦ କରିଛି କମିଶନରେଟ୍ ପୁଲିସ। ପଟିଆରୁ ଇନ୍ଫୋସିଟି ରାସ୍ତାକୁ ବନ୍ଦ କରାଯାଇଛି। ଘଟଣା ଉପରେ ନଜର ରଖାଯାଇଥିବା କହିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଶ୍ୱଶୁରଙ୍କ ମୃତ୍ୟୁ ଖବର କହିବାକୁ ଯାଉଥିଲେ ଜ୍ୱାଇଁ; ଚାଲିଗଲା ଜୀବନ
ଆଜି ସକାଳେ ସଞ୍ଜୟ ଓ ତାଙ୍କ ଶଳା ମୃତ୍ୟୁ ଖବର କହିବା ପାଇଁ ସଂପର୍କୀୟଙ୍କ ଘରକୁ ବାଇକ୍ ଯୋଗେ ଯାଉଥିଲେ।
Accident
ଡାଇଭର୍ସନକୁ ଧକ୍କା ଦେଇ ଓଲଟିଲା ପିଆଜ ବୋଝେଇ ଟ୍ରକ୍
ଆଜି ସକାଳେ ଟ୍ରକ୍ଟି ବାଲେଶ୍ୱରରୁ ପିଆଜ ବୋଝେଇ କରି ଜଳେଶ୍ୱର ଅଭିମୁଖେ ଯାଉଥିଲା।
Accident
ଷଣ୍ଢ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ
ଗତକାଲି ଷଣ୍ଢଟି ଏକାଧିକ ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
Accident
ଛତିଶଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୩ ଓଡ଼ିଆ ଶ୍ରମିକ ମୃତ, ୧୬ ଆହତ
ସମସ୍ତ ଶ୍ରମିକ ଛତିଶଗଡ଼କୁ କୃଷି କାର୍ଯ୍ୟ ପାଇଁ ଯାଇଥିଲେ।
Accident
ପିକ୍ଅପ୍କୁ ପଛରୁ ପିଟି ଦେଲା କଣ୍ଟେନର; ୨ ମୃତ, ୩ ଗୁରୁତର
ବଜାରରୁ କିଣାକିଣି ସାରି ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା।