Advertisment

ମୋ ବସ୍ ଧକ୍କାରେ ଯୁବତୀ ଗୁରୁତର

ଦିନକୁ ଦିନ ‘ମୋ ବସ୍‌’ ଡ୍ରାଇଭରଙ୍କ ଉତ୍ପାତ୍ ବଢୁଥିବା ନେଇ ଅଭିଯୋଗ ଆସୁଛି ।

author-image
Manoj Swain

ଯୁବତୀଙ୍କ ଉପରେ ମାଡ଼ିଗଲା ‘ମୋ ବସ୍‌’। ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଯୁବତୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Accident Mo Bus