Advertisment

ଜିଏସ୍‌ଟି ଚଢ଼ାଉ ପରେ ହୃଦଘାତରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ

ଧନତେରାସରେ ଜୁଏଲାରୀରେ ରେଡ୍ କରିଥିଲା ସିଟି ଜିଏସଟି ।

author-image
Manoj Swain

ସିଟି ଓ ଜିଏସ୍‌ଟି ଟିମ୍‌ର ଚଢ଼ାଉ ପରେ ଜଣେ ସୁନା ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ। ମୃତ ସୁନା ବ୍ୟବସାୟୀଙ୍କ ନାଁ ପି. ହରପ୍ରସାଦ। 

Advertisment
Odisha GST