/odisha-reporter/media/post_attachments/uploadimage/library/16_9/16_9_0/Train_1693203925.jpg)
Train
ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଟ୍ରେନ-ବୋଲେରୋ ଦୁର୍ଘଟଣା। ବୋଲେରୋକୁ ପ୍ରାୟ ୩୦ ମିଟର ଘୋଷାଡ଼ି ନେଲା ମାଲବାହୀ ଟ୍ରେନ। ତେବେ ଅଳ୍ପକେ ବର୍ତ୍ତିଗଲେ ବୋଲୋରୋରେ ଥିବା କର୍ମଚାରୀମାନେ। MCHP କ୍ୟାଣ୍ଟିନ ନିକଟରେ ହୋଇଛି ଏହି ଦୁର୍ଘଟଣା।
Advertisment
ଦୁର୍ଘଟଣାଗ୍ରସ୍ତ ବୋଲେରୋ କୋଇଲା ବୋଝେଇ ଟ୍ରେନ ଆସୁଥିବା ବେଳେ ବୋଲେରୋଟି ରେଳ ଧାରଣା ଅତିକ୍ରମ କରୁଥିଲା। ବୋଲେରୋ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।
ପାରାଦୀପରୁ ରମାକାନ୍ତ ନାୟକଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
