Advertisment

ବୋଲେରୋକୁ ୩୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା ଟ୍ରେନ୍

କୋଇଲା ବୋଝେଇ ଟ୍ରେନ ଆସୁଥିବା ବେଳେ ବୋଲେରୋଟି ରେଳ ଧାରଣା ଅତିକ୍ରମ କରୁଥିଲା।

ଅଦ୍ୟତନ ହୋଇଛି
Train

Train

Advertisment

ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଟ୍ରେନ-ବୋଲେରୋ ଦୁର୍ଘଟଣା। ବୋଲେରୋକୁ ପ୍ରାୟ ୩୦ ମିଟର ଘୋଷାଡ଼ି ନେଲା ମାଲବାହୀ ଟ୍ରେନ। ତେବେ ଅଳ୍ପକେ ବର୍ତ୍ତିଗଲେ ବୋଲୋରୋରେ ଥିବା କର୍ମଚାରୀମାନେ। MCHP କ୍ୟାଣ୍ଟିନ ନିକଟରେ ହୋଇଛି ଏହି ଦୁର୍ଘଟଣା।

Advertisment
Accidentଦୁର୍ଘଟଣାଗ୍ରସ୍ତ ବୋଲେରୋ

କୋଇଲା ବୋଝେଇ ଟ୍ରେନ ଆସୁଥିବା ବେଳେ ବୋଲେରୋଟି ରେଳ ଧାରଣା ଅତିକ୍ରମ କରୁଥିଲା। ବୋଲେରୋ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।

ପାରାଦୀପରୁ ରମାକାନ୍ତ ନାୟକଙ୍କ ରିପୋର୍ଟ

Accident Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe