Advertisment

ପତାକା ଉତ୍ତୋଳନ କରିବାକୁ ଯାଉଥିବା ବେଳେ ପିଟିଦେଲା ହାଇୱା, ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ଆଜି ସ୍ୱାଧୀନତା ଦିବସ ଥିବାରୁ ପତାକା ଉତ୍ତୋଳନ କରିବାକୁ ସେ ସକାଳୁ ସକାଳୁ ବାଇକ ଯୋଗେ ସ୍କୁଲ ଅଭିମୁଖେ ଯାଉଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ସାରା ଦେଶ ଆଜି ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ହାଇୱା ଧକ୍କାରେ ଚାଲିଯାଇଛି ଜଣେ ପ୍ରଧାନଶିକ୍ଷକଙ୍କ ଜୀବନ।

Advertisment

ମୃତ ପ୍ରଧାନ ଶିକ୍ଷକଙ୍କ ନାଁ ବିଜୟ କୁମାର ଶାସ୍ତ୍ରୀ। ସେ ବାଲିକୁଦାର ବଜ୍ରମହାକଳି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।

Dead Headmasterମୃତ ପ୍ରଧାନଶିକ୍ଷକ

ଆଜି ସ୍ୱାଧୀନତା ଦିବସ ଥିବାରୁ ପତାକା ଉତ୍ତୋଳନ କରିବାକୁ ସେ ସକାଳୁ ସକାଳୁ ବାଇକ ଯୋଗେ ସ୍କୁଲ ଅଭିମୁଖେ ଯାଉଥିଲେ।

Advertisment

ପ୍ରଧାନଶିକ୍ଷକ ବିଜୟ କୁମାର ଶାସ୍ତ୍ରୀ ଚଣ୍ଡିଖୋଲ-ପାରାଦୀପ ଏନ୍‌ଏଚ୍ ୫୩ରେ ଯାଉଥିବା ବେଳେ କୁସୁନପୁର ନିକଟରେ ଏକ ହାଇୱା ତାଙ୍କୁ ପିଟି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe