Advertisment

ତିରୁପତି ପାଣିଗ୍ରାହୀଙ୍କ ଗିରଫ ଦାବିକୁ ନେଇ ତାତିଛି ଛାତ୍ର କଂଗ୍ରେସ

ସୂଚନାଯୋଗ୍ୟ ଯେ, ଡିସେମ୍ବର ୨୯ ତାରିଖରେ ହାଇଟେକ୍‌ ମେଡିକାଲରେ ବିସ୍ଫୋରଣ ଘଟିଥିଲା। ଏଥିରେ ୪ ଜଣ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ବିଜେଡି ନେତା ତଥା ହାଇଟେକ୍ ହସ୍ପିଟାଲର ମାଲିକ ତିରୁପତି ପାଣିଗ୍ରାହୀଙ୍କୁ ହାଇଟେକ୍ ଟ୍ରାଜେଡିକୁ ନେଇ ଗିରଫ ଦାବି କରିଛି ଛାତ୍ର କଂଗ୍ରେସ। ରାଜ୍ୟକୁ ସ୍ତବ୍ଧ କରିଦେଇଛି ହାଇଟେକ୍ ହସ୍ପିଟାଲରେ ହୋଇଥିବା ଗଡ଼ବଡ଼। ବିଜେପି କହିଲା ହସ୍ପିଟାଲରେ 20 ପ୍ରତିଶତରୁ ଅଧିକ ପୋଡ଼ା ରୋଗୀଙ୍କ ଚିକିତ୍ସା ସୁବିଧା ନାହିଁ । 90 ପ୍ରତିଶତ ପୋଡ଼ି ଯାଇଥିବା ରୋଗୀଙ୍କୁ କି ପ୍ରକାର ଚିକିତ୍ସା କରୁଥିଲା ହସ୍ପିଟାଲ। ତେବେ ପୁଲିସ୍ ଏ ଯାଏଁ କାହା ବିରୋଧରେ ଆକସନ୍ ନ ନେବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ଡିସେମ୍ବର ୨୯ ତାରିଖରେ ହାଇଟେକ୍‌ ମେଡିକାଲରେ ବିସ୍ଫୋରଣ ଘଟିଥିଲା। ଏଥିରେ ୪ ଜଣ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। 

Advertisment
Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe