Advertisment

ହାଇଟେକ୍‌ ଟ୍ରାଜେଡି: ମୁହଁ ଖୋଲିଲେ ହସ୍ପିଟାଲର ମାଲିକ

ଶବ ଚିହ୍ନଟ ବିଭ୍ରାଟରେ ଆମର କୌଣସି ତ୍ରୁଟି ନାହିଁ: ମାଲିକ ତିରୁପତି ପାଣିଗ୍ରାହୀ

author-image
Manoj Swain

ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣାକୁ ନେଇ ମୁହଁ ଖୋଲିଲେ ହସ୍ପିଟାଲର ମାଲିକ ତିରୁପତି ପାଣିଗ୍ରାହୀ । ସେ ସଫେଇ ଦେଇ କହିଲେ ଶବ ଚିହ୍ନଟ ବିଭ୍ରାଟରେ ଆମର କୌଣସି ତ୍ରୁଟି ନାହିଁ । ପରିବାର ଲୋକ ହିଁ ଚିହ୍ନଟ କରି ଶବ ନେଇଥିଲେ । ଶୁଣନ୍ତୁ ହାଇଟେକ୍ ମେଡିକାଲ୍ ଟ୍ରାଜେଡିକୁ ନେଇ ଆଉ କଣ କହୁଛନ୍ତି ତିରୁପତି ପାଣିଗ୍ରାହୀ। ସୂଚନାଯୋଗ୍ୟ ଯେ, ଡିସେମ୍ବର ୨୯ ତାରିଖରେ ହାଇଟେକ୍‌ ମେଡିକାଲରେ ବିସ୍ଫୋରଣ ଘଟିଥିଲା। ଏଥିରେ ୪ ଜଣ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। 

Advertisment
Odisha Bhubaneswar