‘ବସ୍ ଆକ୍ସିଡେଣ୍ଟ ହେଲେ ମାଲିକ କ’ଣ ଜେଲ୍ ଯାଏ?’ | Tirupati Panigrahi Owner of Hi-tech Hospital | OR
Advertisment
ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣାକୁ ନେଇ ମୁହଁ ଖୋଲିଲେ ହସ୍ପିଟାଲର ମାଲିକ ତିରୁପତି ପାଣିଗ୍ରାହୀ । ସେ ସଫେଇ ଦେଇ କହିଲେ ଶବ ଚିହ୍ନଟ ବିଭ୍ରାଟରେ ଆମର କୌଣସି ତ୍ରୁଟି ନାହିଁ । ପରିବାର ଲୋକ ହିଁ ଚିହ୍ନଟ କରି ଶବ ନେଇଥିଲେ । ଶୁଣନ୍ତୁ ହାଇଟେକ୍ ମେଡିକାଲ୍ ଟ୍ରାଜେଡିକୁ ନେଇ ଆଉ କଣ କହୁଛନ୍ତି ତିରୁପତି ପାଣିଗ୍ରାହୀ। ସୂଚନାଯୋଗ୍ୟ ଯେ, ଡିସେମ୍ବର ୨୯ ତାରିଖରେ ହାଇଟେକ୍ ମେଡିକାଲରେ ବିସ୍ଫୋରଣ ଘଟିଥିଲା। ଏଥିରେ ୪ ଜଣ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us