Advertisment

କୁକୁଡ଼ା ମାଂସ ଧରି କୁମ୍ଭୀର ଖୋଜୁଛି ବନ ବିଭାଗ

କୁମ୍ଭୀର ନାଁ ଶୁଣିଲେ ଛାତିରେ ପଶୁଛି ଛନକା। ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ସମସ୍ତଙ୍କ ଆଖି ସାମ୍ନାରେ ନାଚି ଉଠୁଛି ଯାଜପୁରର ଘଟଣା। ଖଣ୍ଡ ଖଣ୍ଡ କରି ଖାଇଦେଲା କୁମ୍ଭୀର। ମଣିଷଖିଆ କୁମ୍ଭୀର ପାଟିରେ ଲାଗିଛି ମଣିଷ ରକ୍ତ, ଏ କୁଳରୁ ସେ କୂଳ ଘୂରି ବୁଲୁଛି ମଣିଷଖିଆ କୁମ୍ଭୀର ।

author-image
Manoj Swain

କୁମ୍ଭୀର ନାଁ ଶୁଣିଲେ ଛାତିରେ ପଶୁଛି ଛନକା। ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ସମସ୍ତଙ୍କ ଆଖି ସାମ୍ନାରେ ନାଚି ଉଠୁଛି ଯାଜପୁରର ଘଟଣା। ଖଣ୍ଡ ଖଣ୍ଡ କରି ଖାଇଦେଲା କୁମ୍ଭୀର। ମଣିଷଖିଆ କୁମ୍ଭୀର ପାଟିରେ ଲାଗିଛି ମଣିଷ ମାଂସ, ଏ କୁଳରୁ ସେ କୂଳ ଘୂରି ବୁଲୁଛି । ସାରା ଓଡ଼ିଶାବାସୀ ଦେଖିଛନ୍ତି, ଚିତ୍କାର କରୁଥିଲେ ମହିଳା, ଦେଖଣାହାରୀ ସାଜିଥିଲେ ସ୍ଥାନୀୟ ଲୋକେ।

Advertisment
Odisha Jajpur Crocodile Attack