କୁକୁଡ଼ା ମାଂସ ଧରି କୁମ୍ଭୀର ଖୋଜୁଛି ବନ ବିଭାଗ | Villagers Panic For Crocodiles। Odisha Reporter
Advertisment
କୁମ୍ଭୀର ନାଁ ଶୁଣିଲେ ଛାତିରେ ପଶୁଛି ଛନକା। ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ସମସ୍ତଙ୍କ ଆଖି ସାମ୍ନାରେ ନାଚି ଉଠୁଛି ଯାଜପୁରର ଘଟଣା। ଖଣ୍ଡ ଖଣ୍ଡ କରି ଖାଇଦେଲା କୁମ୍ଭୀର। ମଣିଷଖିଆ କୁମ୍ଭୀର ପାଟିରେ ଲାଗିଛି ମଣିଷ ମାଂସ, ଏ କୁଳରୁ ସେ କୂଳ ଘୂରି ବୁଲୁଛି । ସାରା ଓଡ଼ିଶାବାସୀ ଦେଖିଛନ୍ତି, ଚିତ୍କାର କରୁଥିଲେ ମହିଳା, ଦେଖଣାହାରୀ ସାଜିଥିଲେ ସ୍ଥାନୀୟ ଲୋକେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us