Advertisment

ଦାଦନ ଖଟିବାକୁ ଚେନ୍ନାଇ ଯାଉଥିଲେ; ଟ୍ରେନରୁ ଖସି ପଡ଼ିଲେ

ଜିତୁ ଦାଦନ ଖଟିବାକୁ ନିଜ ଗାଁରୁ ଚେନ୍ନାଇକୁ ଟ୍ରେନ ଯୋଗେ ଯାଉଥିଲେ।

jitu pradan

jitu pradan

Advertisment

ଦାଦନ ଖଟିବାକୁ ଯିବାବେଳେ ଟ୍ରେନରୁ ଖସି ଚାଲିଗଲା ଜଣେ ଶ୍ରମିକଙ୍କ ଜୀବନ। ମୃତକ ହେଲେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସୁନାରିପଲ୍ଲୀ ଗାଁର ଯୁବକ ଜିତୁ ପ୍ରଧାନ।

Advertisment

ଜିତୁ ଦାଦନ ଖଟିବାକୁ ନିଜ ଗାଁରୁ ଚେନ୍ନାଇକୁ ଟ୍ରେନ ଯୋଗେ ଯାଉଥିଲେ। ବିଜୟୱାଡ଼ା ନିକଟରେ ସେ ଟ୍ରେନରୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଜିତୁ ଟ୍ରେନରୁ ଅସାବଧାନତା କାରଣରୁ ଟ୍ରେନରୁ ଖସି ପଡ଼ିଲେ ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ି ନାହିଁ। ୨୧ ବର୍ଷ ବୟସ ଭେଣ୍ଡିଆ ପୁଅକୁ ହରାଇ ପୁରା ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି଼।

Advertisment
Ganjam Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe