Advertisment

ପଡ଼ିଛି ଚହଳ…ସରପଞ୍ଚଙ୍କ ମୁଣ୍ଡ ଦି’ ଫାଳ

ଏବେ ବାଇକ ଧରି ଘରୁ ବାହାରିବା ପୂର୍ବରୁ ହଜାର ଥର ଭାବିବାକୁ ପଡୁଛି। ମନରେ ଭୟ ଘାରୁଛି। କେଉଁଠି ଦୁର୍ଘଟଣା ହେବ କି? ଦ୍ରୁତଗତିରେ ଗାଡି ଆସି ଧକ୍କା ଦେବ କି? ଆପଣ ଆପଣଙ୍କ ରାସ୍ତାରେ ଯାଉଥିବେ, ଅନ୍ୟଜଣେ ଆସି ପିଟିବ ତେବେ କଣ କରିବେ? ଠିକ ଯେମିତି ଜଣେ ସରପଞ୍ଚଙ୍କ ଜୀବନ ଚାଲିଗଲା। ପୂରା ପଞ୍ଚାୟତରେ ଏବେ ଚର୍ଚ୍ଚା, ସରପଞ୍ଚଙ୍କ ମୁଣ୍ଡ ଦି’ଫାଳ।

Odisha Road Accident Sarapanch
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe