ରଥ ଚକ ତଳେ ଚାଲିଗଲା ଜୀବନ

ରଥ ଟଣା ବେଳେ ରଟ ଏକ ପାର୍ଶ୍ଵକୁ ଗଡ଼ି ଯାଇଥିଲା। ଫଳରେ ଶ୍ୟାମ ସୁନ୍ଦରଙ୍କ ଉପରେ ରଥ ଚକ ଚଢି ଯାଇଥିଲା।

Ratha PhotoOR

ରାଥ ପାଖରେ ଭକ୍ତ ମାନେ

Biswajit Samal
  • Published: Sunday, 07 July 2024
  • Updated: 07 July 2024, 10:42 PM IST

Sports

Latest News

ରଥ ଚକ ତଳେ ଚାପି ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା କୁକୁଜଙ୍ଘା ଜଗନ୍ନାଥ ମନ୍ଦିରରେ ରଥ ଟଣା ବେଳେ ଅଘଟଣ। ମୃତକ ଜଣଙ୍କ ହେଲେ ଶ୍ୟାମ ସୁନ୍ଦର କିଷାନ (୪୫)।

Also Read

ଆଜି ସନ୍ଧ୍ୟା ସମୟରେ କୁକୁଜଙ୍ଘା ଜଗନ୍ନାଥ ମନ୍ଦିରରେ ରଥ ଟଣା ଆରମ୍ଭ ହୋଇଥିଲା। ରଥ ଟାଣିବା ସମୟରେ ଅନେକ ଶ୍ରଦ୍ଧାଳୁ ସେଠାରେ ଉପସ୍ତିତ ଥିଲେ। ରଥ ଟଣା ବେଳେ ରଟ ଏକ ପାର୍ଶ୍ଵକୁ ଗଡ଼ି ଯାଇଥିଲା। ଫଳରେ ଶ୍ୟାମ ସୁନ୍ଦରଙ୍କ ଉପରେ ରଥ ଚକ ଚଢି ଯାଇଥିଲା। ସେ ତଳେ ପଡ଼ି ଗୁରୁତର ଆହାତ ହୋଇଥିଲେ ଶ୍ୟାମ ସୁନ୍ଦର। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story