Advertisment

'ଯଦି ଲିଙ୍କ୍ ନାହିଁ, ଏଥର ମୁହଁ ଖୋଲ ବିଶାଳ'

ଭୁବନେଶ୍ବରରେ ହିଟ୍ ଆଣ୍ଡ ରନ ମାମଲାକୁ 5 ରୁ 6 ଦିନ ବିତିଗଲାଣି । ଦୁର୍ଘଟଣାରେ ଶିକାର ଜଣେ ଝିଅ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।

Advertisment

ଭୁବନେଶ୍ବରରେ ହିଟ୍ ଆଣ୍ଡ ରନ ମାମଲାକୁ 5 ରୁ 6 ଦିନ ବିତିଗଲାଣି । ଦୁର୍ଘଟଣାରେ ଶିକାର ଜଣେ ଝିଅ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭର ଗାଡିର ମାଲିକାନା ଅଛି ବିଶାଳଙ୍କ କମ୍ପାନୀ ହାତରେ । ବିଜେପି ପଚାରିଲା, ଆଇନ ତା ବାଟରେ ଯାଉ କହି ଅପରାଧୀକୁ ଖସାଇବାକୁ ନବୀନଙ୍କ ଉଦ୍ୟମ କି ? ଟଙ୍କଧର ତ୍ରିପାଠୀ କହିଲେ କିଛି ଲୋକ କହୁଛନ୍ତି ସେଦିନ ଦୁର୍ଘଟଣା ପରେ ଗାଡିରୁ ଓହ୍ଲାଇ ଯିବା ଦେଖିଛୁ । ଦୁର୍ଘଟଣା ପରେ ମାଲିକ କେମିତି ଚମ୍ପଟ ମାରିଲା, କାହା ପ୍ରଭାବରେ ପୁଲିସ୍ ବଦଳାଇଲା ଗାଡି ନମ୍ବର । କଂଗ୍ରେସ କହିଲା ଲୁଚନି ବିଶାଳ, ପଦାକୁ ଆସି ନିଜ ମତ ରଖ ।

Advertisment
Odisha Bjp Naba Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe