Advertisment

ନବ ଦାସଙ୍କ ପୁଅ ଲିଙ୍କ୍ ଯୋଗୁ ଡରିଗଲା କି ପୁଲିସ ?

ଭୁବନେଶ୍ୱର ରେଞ୍ଜ ରୋଭର ବେପରୱା ଡ୍ରାଇଭିଂ ଘଟଣା ପଛରେ ଅଛନ୍ତି କେଉଁ ପ୍ରଭାବଶାଳୀ ? ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ଭିତରେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ସେହି ଗାଡ଼ିଟି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ୍‌ଙ୍କ ବୋଲି ଚର୍ଚ୍ଚା ହେଉଛି।

Advertisment

ଭୁବନେଶ୍ୱର ରେଞ୍ଜ ରୋଭର ବେପରୱା ଡ୍ରାଇଭିଂ ଘଟଣା ପଛରେ ଅଛନ୍ତି କେଉଁ ପ୍ରଭାବଶାଳୀ ? ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ଭିତରେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ସେହି ଗାଡ଼ିଟି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ୍‌ଙ୍କ ବୋଲି ଚର୍ଚ୍ଚା ହେଉଛି। ଝାରସୁଗୁଡ଼ୁା ଆରଟିଓରୁ ମିଳିଥିବା ତଥ୍ୟ ଅନୁସାରେ ଗାଡ଼ିଟି ଆର୍ମର୍ସରେ ଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡର। କର୍ପୋରେଟ୍‌ ଆଫାୟାର୍ସ ମନ୍ତ୍ରାଳୟ ୱେବସାଇଟର ତଥ୍ୟ ଦର୍ଶାଉଛି ଏଇ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ଅଛନ୍ତି ବିଶାଳ ଦାସ। 

Advertisment
Odisha Accident Naba Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe