/odisha-reporter/media/post_attachments/uploadimage/library/16_9/16_9_0/Young_Man_1731249094.jpg)
Young Man
ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ। ନିଖୋଜ ଯୁବକଙ୍କ ନାଁ ଆୟୁଷ ମହାପାତ୍ର। ତାଙ୍କ ଘର ଭଦ୍ରକରେ।
Advertisment
ଆୟୁଷ ତାଙ୍କ ସାଙ୍ଗମାନଙ୍କ ସହିତ ପୁରୀ ବୁଲିବାକୁ ଆସିଥିଲେ। ବୁଲା ବୁଲି କରିବା ପରେ ସମୁଦ୍ରରେ ଗାଧୋଉଥିବା ବେଳେ ସେ ଭାସି ନିଖୋଜ ଅଛନ୍ତି। ହୋଟେଲ ଭିକ୍ଟୋରିଆ ସାମ୍ନାରେ ଗାଧୋଉଥିବା ବେଳେ ସେ ନିଖୋଜ ହୋଇଯାଇଥିବା ତାଙ୍କ ସାଙ୍ଗମାନେ ସିବିଚ୍ ଥାନାରେ ଅଭିଯୋଗ ଦେଇଛନ୍ତି। ତାଙ୍କୁ ଖୋଜା ଖୋଜି କରାଯାଇଥିଲେ ହେଁ, ଖବର ଲେଖାଯିବା ପର୍ଯ୍ୟନ୍ତ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
