Advertisment

ଚଳନ୍ତା ଟ୍ରେନରୁ ଖସି ପଡିଲେ ଯୁବକ

ଚଳନ୍ତା ଟ୍ରେନରୁ ଖସି ପଡିଲେ ଯୁବକ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Injured person

Injured person

Advertisment

ଚଳନ୍ତା ଟ୍ରେନରୁ ଖସି ପଡିଲେ ଯୁବକ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟରେ ଘଟିଛି। ଗୁରୁତର ଯୁବକଜଣକ ଝାନସୀର ଦୀପକ ଝା ବୋଲି ଜଣାପଡିଛି ।

Advertisment

 ନିଜାମୁଦ୍ଦିନ - ବିଶାଖାପାଟଣା ସମତା ଏକ୍ସପ୍ରେସ ଟ୍ରେନରେ ଯାଉଥିଲେ ଦୀପକ ଝା । ମାତ୍ର ବଙ୍ଗୋମୁଣ୍ଡା ଫାଟକ ପାଖରେ ଅସାବଧାନତାବଶତଃ ସେ ଟ୍ରେନରୁ ଖସି ପଡ଼ିଥିଲେ ।

ସ୍ଥାନୀୟ ରେଲୱେ ପୁଲିସ ଓ ଲୋକଙ୍କ ସହାୟତାରେ ଦୀପକଙ୍କୁ ଉଦ୍ଧାର କରି ରେଲୱେ ପୁଲିସ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଛି। ତାଙ୍କ ଦୁଇ ହାତ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡ ରେ ଗଭୀର ଆଘାତ ଲାଗିଛି। କେଉଁ କାରଣରୁ ଏଭଳି ହେଲା ତାହା ସ୍ପଷ୍ଟ ଜଣାପଡିନାହିଁ l ସେପଟେ ପୁଲିସ ର ପ୍ରତିକ୍ରିୟା ମିଳିପାରିନାହିଁ l

Advertisment
Accident Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe